Install App
belpahar_update
This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ରେ ଏକ ପକ୍ସୋ ମାମଲା ର ତଦନ୍ତ ସାରିଥିବାରୁ ରାଜ୍ୟ ପୋଲିସ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ପୁରସ୍କୁତ
Orient, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ରେ ଏକ ପକ୍ସୋ ମାମଲା ର ତଦନ୍ତ ଏବଂ ବିଚାର ମାତ୍ର ୫୫ ଦିନ ରେ ସରି ଥିବା ଘଟଣା ରେ ତଦନ୍ତକାରୀ ଦଳ କୁ ମଙ୍ଗଳବାର ସକାଳ ୯ ଟା ରେ ରାଜ୍ୟ ପୋଲିସ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ପୁରସ୍କୃତ କରାଯାଇଛି l ବ୍ରଜରାଜନଗର ଆଇ ଆଇ ସି ଧବଲେଶ୍ୱର ସାହୁ ଏବଂ ଝାରସୁଗୁଡା ର ତତ୍କାଳୀନ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ପୁରସ୍କୃତ ହୋଇଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!