Download Now Banner

This browser does not support the video element.

ବୀରମହାରାଜପୁର: କଲାପଥର ନିକଟ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବୋମା ଫାଟି ହେଟା ବାଘ ଗୁରୁତର, ଉଦ୍ଧାର କଲା ବନବିଭାଗ

Biramaharajpur, Subarnapur (Sonepur) | Aug 26, 2025
ଉଲୁଣ୍ଡା ବନ୍ୟାଞ୍ଚଳ ଅଧିନସ୍ଥ କଲାପଥର ନିକଟ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବୋମା ଫାଟି ଗୁରୁତର ହୋଇଥିବା ହେଟା ବାଘକୁ ଉଦ୍ଧାର କରିଛି ବନବିଭାଗ l l ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 7ଟା ସମୟରେ କିଛି ଲୋକ ଜଙ୍ଗଲକୁ ଯାଇଥିଲେ l ଏକ ହେତା ବାଘ ରଛଟ ପଟ ହେବା ସହ ଏପଟ ସେପଟ ହେଇଥିବା ଦେଖି ବନବିଭାଗକୁ ଖବର ଦେଇଥାଏ l ତେବେ ହେଟା ବାଘ ର ମୁଁହ ଫାଟି ନଷ୍ଟ ଯାଇଥିବା ଦେଖିବାକୁ ମିଳିଛି l ଖବର ପାଇ ରେଞ୍ଜର ନିଜ ଟିମ୍ ସହ ପହଞ୍ଚି ବେଟାବାଘକୁ ଗୁରୁତର ଭାବରେ ସକାଳ ପ୍ରାୟ 9ଟା ସମୟରେ ଉଦ୍ଧାର କରିଥିଲେ l ତେବେ କିଏ ଜଙ୍ଗଲରେ ବୋମା ଲଗାଇଥ ଲା ସ୍ପୋଷ୍ଟ ହୋଇନଥିବା ବେଳ
Read More News
T & CPrivacy PolicyContact Us