Install App
belpahar_update
This browser does not support the video element.
ଝାରସୁଗୁଡା: ଲଇକେରା ବ୍ଲକ ଅନ୍ତର୍ଗତ ଓରାମପଡ଼ା ଠାରେ ଆୟୋଜିତ ପବିତ୍ର ମାଁ କରମାସିନୀ ପୂଜାରେ ଅଂଶଗ୍ରହଣ କରି ନୃତ୍ୟ କଲେ ଝାରସୁଗୁଡା ବିଧାୟକ
Jharsuguda, Jharsuguda | Aug 30, 2025
ଲଇକେରା ବ୍ଲକ ଅନ୍ତର୍ଗତ ଓରାମପଡ଼ା ଠାରେ ଆୟୋଜିତ ପବିତ୍ର ମାଁ କରମାସିନୀ ପୂଜାରେ ଅଂଶଗ୍ରହଣ କରି ନୃତ୍ୟ କଲେ ଝାରସୁଗୁଡା ବିଧାୟକ l ଭିଡ଼ିଓ ହେଲା ଭାଇରାଲ l ଗତକାଲି ଓରାମପଡା ଠାରେ କରମାସିନି ପୂଜାରେ ଯୋଗଦେଇ ସ୍ଥାନୀୟ ମହିଳା ଓ ପୁରୁଷ ଙ୍କ ତାଳେ ତାଳେ ପାରମ୍ପରିକ ନୃତ୍ୟ କରିଥିଲେ ବିଧାୟକ l ଏହି ଭିଡିଓ ଟି ଆଜି ରାତି ୮ ଟା ରୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଧାୟକ ଙ୍କ ନୃତ୍ୟ ଚର୍ଚ୍ଚା ର ବିଷୟ ପାଲଟିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!