Install App
usr04050397
This browser does not support the video element.
କେନ୍ଦୁଝର ସହର: ଧକୋଠା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଗୁରୁତର, ଜଣେ ଆହତ
Kendujhar Town, Kendujhar | Aug 27, 2025
୨୦ ନଂ ଜାତୀୟ ରାଜପଥ ଧକୋଠା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!