Install App
publicnewskoraput
This browser does not support the video element.
କୋରାପୁଟ ସହର: ସୁନାବେଡ଼ା ବିଭିନ୍ନ ଦୁର୍ଗା ମେଢରେ ଅଷ୍ଟମୀ ତିଥିରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା
Koraput Town, Koraput | Sep 30, 2025
ସୁନାବେଡ଼ା ଅଞ୍ଚଳର ବିଭିନ୍ନ ଦୁର୍ଗା ମେଢରେ ମାଁ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସଂନ୍ଧ୍ୟା ୭ଟା ସମୟରେ ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର ବିଭିନ୍ନ ପୁଜା ମଣ୍ଡପ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ ଉପରେ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!