Download Now Banner

This browser does not support the video element.

କଣ୍ଟାମାଳ: ବାଞ୍ଜିମୁଣ୍ଡା ରେ ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ମହୁଲ ପୋଚ ସହ ଦେଶୀ ମଦ ନଷ୍ଟ

Kantamal, Boudh (Bauda) | Sep 26, 2025
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ବିପୁଳ ମହୁଲ ପୋଚ ସହ ଦେଶୀ ମଦ ନଷ୍ଟ କଣ୍ଟାମାଲ ଥାନା ବାଞ୍ଜିମୁଣ୍ଡା ରେ ବେଆଇନ ଭାବରେ ମଦରନ୍ଧା ଯାଉଥିବା ଖବର ପାଇ ଏକ ଟିମ ଚଢ଼ାଉ କରିଥିଲା ଫଳରେ ଘଟଣା ସ୍ଥଳର 350kg ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ 20ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୋଲିସ I ଥାନା ରେ କେଶ ନମ୍ବର 86-25-26ମାମଲା ରୁଜୁ କରି ତଦନ୍ତ ନେଇ ରାତି 9ଘଣ୍ଟା ରେ ସୂଚନା I ଏହି ଚଢ଼ାଉ 4ଟା ରେ ହୋଉଥିବା ଅନୁମାନ I
Read More News
T & CPrivacy PolicyContact Us