Download Now Banner

This browser does not support the video element.

କେନ୍ଦୁଝର ସହର: ଘସିପୁରା ଥାନା ଅଞ୍ଚଳରେ ଗର୍ଭବତୀ ହେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। , ଏନେଇ ଥାନାରେ ମାମଲା ରୁଜୁ ହୋଇଛି

Kendujhar Town, Kendujhar | Aug 28, 2025
ଗର୍ଭବତୀ ହେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଘସିପୁ୍ରା ଥାନା ଅଧୀନ ଓସ୍ତପୁରା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସ୍କୁଲ କର୍ତ୍ତୃପକ୍ଷଙ୍କ ନଜର ଆସିବା ପରେ ଅଭିଭାବକଙ୍କୁ ଡକାଇ ଥାନାରେ ଜଣାଇବା ସହିତ ମେଡିକାଲ ପରୀକ୍ଷା କରାଇଛନ୍ତି।
Read More News
T & CPrivacy PolicyContact Us