Download Now Banner

This browser does not support the video element.

ଧରାକୋଟ: ସାତ ଦଫା ଦାବି ପୂରଣ ନେଇ ଧରାକୋଟ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଲେ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର

Dharakote, Ganjam | Sep 24, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧରଣରେ ବସିଲେ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର ସଙ୍ଘ କର୍ମକର୍ତା l ସ୍ଥାୟୀ ଦରମା ଓ ନିଯୁକ୍ତି,ଆକାଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ,ପ୍ରୋପମାନ୍ସ ପ୍ରୋତ୍ସାହନ ବନ୍ଦ, ଛଅ ମାସର ବକେୟା ଦରମା ପ୍ରଦାନ, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ, ରେଭେନ୍ୟୁ ଭିଲେଜ୍ ପ୍ରୋତ୍ସାହନ ଭଳି ସାତ ଦଫା ଦାବୀ ପୁରଣ ନେଇ ସଙ୍ଘ ସଦସ୍ୟା ମାନେ ଧାରଣା ରେ ବସିଛନ୍ତି l
Read More News
T & CPrivacy PolicyContact Us