Download Now Banner

This browser does not support the video element.

ଝାରସୁଗୁଡା: ବଞ୍ଜାରୀ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଭାରିଯାନ ଦୁର୍ଘଟଣାଗ୍ରସ୍ତ

Jharsuguda, Jharsuguda | Aug 26, 2025
ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ଛକ ନିକଟସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ହେଲା ଭାରୀଯାନ l ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଟି ଘଟିଥିବା ଅନୁମାନ କରାଯାଉଥିବାବେଳେ ଆଜି ମଙ୍ଗଳବାର ସକାଳ ୯ ଟା ରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଏନଏଚଏଇ କୁ ସୂଚନା ଦେଇଛନ୍ତି l ଭାରୀଯାନ ଟି ବେଲପାହାଡ ପଟୁ ଲଖନପୁର ପଟକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ବିଲ କୁ ଖସି ପଡି ଓଲଟିଯାଇଛି l
Read More News
T & CPrivacy PolicyContact Us