Download Now Banner

This browser does not support the video element.

ବୌଦ୍ଧ ସଦର: ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାର୍ଯ୍ୟରେ ଯୋଗଦେଲେ ରାଜସ୍ୱ ଅମଲା

Baudh Sadar, Boudh (Bauda) | Aug 26, 2025
ମଙ୍ଗଳବାର 15 ଦିନ ଧରି କାର୍ଯବନ୍ଦ ଆନ୍ଦୋଳନକୁ ଓଲ୍ହାଇ ଥିବା ଜିଲ୍ଲାର ରାଜସ୍ୱ ଅମଲା ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଜିଠାରୁ କାର୍ଯ୍ୟରେ ଯୋଗ ଦାନ କରିଥିବା ସୂଚନା ଦେଇଥିଲେ | ଦୀର୍ଘ 15 ଦିନ ଧରି ସେମାନଙ୍କ ବିଭିନ୍ନ୍ ସମସ୍ୟା ଓ ଦାବି ନେଇ ସାମୁହିକ ଛୁଟି ନେଇ କାର୍ଯବନ୍ଦ ଆନ୍ଦୋଳନକୁ ଓଲ୍ହାଇ ଜିଲ୍ଲାପାଳଙ୍କ ଆଗରେ ଧାରଣା ଦେଇଥିଲେ | ଆଜି ରାଜସ୍ୱ ଅମଲା ମାନେ ସେମାନଙ୍କ ଆନ୍ଦୋଳନରୁ ଓହରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାର୍ଯ୍ୟରେ ଯୋଗ ଦେଇଥିଲେ |
Read More News
T & CPrivacy PolicyContact Us