Download Now Banner

This browser does not support the video element.

ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କ କୁଶପିତ୍ତଲିକା ଦାହ

Nuapada, Nuapada | Sep 1, 2025
ବିହାରରେ କଂଗ୍ରେସର ଏକ ନିର୍ବାଚନ ପ୍ରଚାର ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିବଙ୍ଗତ ମାଆଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରାଯାଇଥିବା ଘଟଣାକୁ ନେଇ ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପିତ୍ତଲିକା ଦାହ କରାଯାଇଛି।
Read More News
T & CPrivacy PolicyContact Us