This browser does not support the video element.
କଣ୍ଟାମାଳ: ଜହ୍ନାପଙ୍କରେ ଏନିମିଆ ମୁକ୍ତ ଅଭିଯାନ ପାଇଁ ତାଲିମ ଶିବିର ଅନୁଷ୍ଠିତ, ଯୋଗଦେଲେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ
Kantamal, Boudh (Bauda) | Aug 23, 2025
ଶନିବାର ଦିନ ଜହ୍ନ।ପଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଏନିମିୟl ମୁକ୍ତ ଅଭିଯାନ ତାଲିମ ଶିବିର ବାଉଁସୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଯାଇଛି।ଏହି ଶିବିରରେ 8 ଟି ପଂଚାୟତରୁ ଶିକ୍ଷକ, ଅଙ୍ଗନବାଡି ଦିଦି ଆଶା ଦିଦି ଏବଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ କର୍ମୀ ଯୋଗଦାନ କରିଥିଲେ। ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯାମୀ ବେହେରା ପ୍ରଶିକ୍ଷଣ ଦେଇଥିଲେ |