Download Now Banner

This browser does not support the video element.

ଚମ୍ପୁଆ: ଜାଲିଗ୍ରାମ ନିକଟସ୍ଥ ଫୁଟବଲ ପଡିଆ ତଳ ଖମାରରେ ହାତୀପଲ, ଗ୍ରାମବାସୀ ଆତଙ୍କିତ

Champua, Kendujhar | Aug 22, 2025
ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜାଲିଗ୍ରାମ ନିକଟସ୍ଥ ଫୁଟବଲ ପଡିଆ ତଳ ଖମାରରେ ଆଜି ୨୫ ଟିକିଆ ହାତୀପଲ ଦେଖା ଯାଇଛନ୍ତି। ଏହି ହାତୀପଲଙ୍କ ଉପସ୍ଥିତିକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ହାତୀପଲଙ୍କ ଉପରେ କଡା ନଜର ରଖିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us