Download Now Banner

This browser does not support the video element.

ପାଟଣାଗଡ: ରେଙ୍ଗାଲୀ ରେ ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ରେ ଜଣଙ୍କୁ ଗିରଫ କଲା ପୋଲିସ

Patnagarh, Balangir | Aug 23, 2025
ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲୀ ଗ୍ରାମରେ କାର୍ତ୍ତିକ ବାଗ ନାମକ ଜନୈକ ବ୍ୟକ୍ତି ମଦ ପିଇ ଗ୍ରାମରେ ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇ ଥିଲା ପୋଲିସ ଅଭିଯୁକ୍ତକୁ ଗିରଫ କରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ।
Read More News
T & CPrivacy PolicyContact Us