Download Now Banner

This browser does not support the video element.

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Lanjigarh, Kalahandi | Aug 30, 2025
ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ପାଇଁ ଏକ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର ଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଶିବିର ଆସନ୍ତା ୯ ସେପ୍ଟେମ୍ବର ୨୦୨୫ ପୁର୍ବାହ୍ନ ୯ଟାରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ହେବ ଏବଂ ଲୋକଙ୍କୁ କିପରି ସଚେତନତା କରାଯିବ ସେ ଉପରେ ବୈଠକରେ ନିଷ୍ପତି ନିଆଯାଇଥିଲା I ସିଡିପିଓ ଅଙ୍ଗନବାଡି କର୍ମୀ ଓ ଶିକ୍ଷା ବିଭାଗ ଦ୍ୱାରା କିଭଳି ସଚେତନତା କରାଯିବ ସେ ନେଇ ବୈଠକ ରେ ଆଲୋଚନା ହୋଇଥିବା ସୁଚନା।
Read More News
T & CPrivacy PolicyContact Us