Download Now Banner

This browser does not support the video element.

ବିଶୋଇ: ଗୋଟିଏ ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ଦ୍ଵିତୀୟ ଥର ପାଈଁ ଆଜି ବିଶୋଇ ଗସ୍ତ, ପରିଦର୍ଶନ କଲେ ବିଶୋଇ ନୋଡାଲ ବିଦ୍ୟାଳୟ

Bisoi, Mayurbhanj | Jul 2, 2024
ମୟୂରଭଞ୍ଜ ଜିଲ୍ଲାପାଳ ଗତ ଜୁନ ୨୭ ତାରିଖ ରେ ଥରେ ବିଶୋଇ ବ୍ଲକ ଅଞ୍ଚଳକୁ ଆସି , ମେଡ଼ିକାଲ, ଡ଼ାକ ବଙ୍ଗଳା ଓ ହାଟର ସ୍ଥିତ କୁ ଦେଖି ଯାଇଥିଲେ। ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ପୁଣି ସପ୍ତାହେ ନ ପୁରୁଣୁ ମୟୂରଭଞ୍ଜ ଜିଲ୍ଲାପାଳ ଦାତାତ୍ତ୍ରୟ ଭାଉସାହେବ ସିନ୍ଧେ ଆସି ବିଶୋଇ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ କରିବା ସହିତ ପିଲାମାନଙ୍କ ସହିତ କ୍ଲାସ ରେ ପାଠ ପଢା ସମ୍ଵନ୍ଧରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ।
Read More News
T & CPrivacy PolicyContact Us