This browser does not support the video element.
କୋରେଇ: ଆଖୁଆପଦାଠାରେ କମିଲା ବୈତରଣୀ ନଦୀର ଜଳସ୍ତର,ନଦୀରେ 17:21 ଉପରେ ପାଣି ପ୍ରବାହିତ,ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା
Korai, Jajpur | Sep 7, 2025
ଆଖୁଆପଦାଠାରେ କମିଲା ବୈତରଣୀ ନଦୀର ଜଳସ୍ତର,ନଦୀରେ 17:21 ଉପରେ ପାଣି ପ୍ରବାହିତ l ଆଖୁଆପଦା ଠାରେ ବିପଦ ସଂକେତ 17:83ଥିବା ବେଳେ ଏବେ 17:21 ଉପରେ ପାଣି ପ୍ରବାହିତ ହେଉଥୁବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ବୈତରଣୀ ନଦୀରେ ଜଳସ୍ତର କମିବା ଯୋଗୁ ଦଶରଥପୁର, ବିଂଝାରପୁର ଓ କୋରେଇ ବ୍ଲକର ନଦୀକୁଳିଆ ଲୋକେ ଆସୋସ୍ଥି l ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା l ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିଲା l ଗତ ଦୁଇଦିନ ହେବ ଜିଲ୍ଲାରେ ବର୍ଷା ନହେବା ଫଳରେ ନଦୀ ଜଳସ୍ତର କମିଥିବା ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି