Download Now Banner

This browser does not support the video element.

ପୋଲସରା: ଚିରିକିପଡାଶାସନ ଏବଂ ରୁମାଗଡ଼ ଗ୍ରାମରୁ ବିପୁଳ ପରିମାଣ ର ବେଆଇନ ବାଣ ଜବତ, ଦୁଇ ଗିରଫ

Polasara, Ganjam | Sep 30, 2025
ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ପକ୍ଷରୁ ବେଆଇନ ବାଣ ବିକ୍ରୟ କେନ୍ଦ୍ର ଉପରେ ଚଢାଉକରୀ ମିଳିଛି ସଫଳତା l ଘଟଣା ରେ ଦୁଇଜଣ ଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଥାନା ଅନ୍ତର୍ଗତ ଚିରିକିପଡାଶାସନ ଏବଂ ରୁମାଗଡ଼ ଗ୍ରାମର ଦୁଇ ଦୋକାନ ରେ ବେଆଇନ ବାଣ ଗଛିତ ଥିବା ପୋଲିସ ଖବରପାଇ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଦୁଇ ଦୋକାନରୁ ବିପୁଳ ପରିମାଣ ର ବାଣ ଜବତ କରିବା ସହ ଦୁଇ ଦୋକାନୀ ମାଲିକ ଙ୍କୁ ଗିରଫ କରିଛି ପୋଲିସ l
Read More News
T & CPrivacy PolicyContact Us