This browser does not support the video element.
ଢେଙ୍କାନାଳ ସଦର: ଯୋରନ୍ଦା ମହିମାଗାଦି କାଗଜ ଘର ଠାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମହିମାଗାଦି ବିକାଶ ପ୍ରକଳ୍ପ ସମ୍ପର୍କରେ କଲେ ଆଲୋଚନା
Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି କାଗଜ ଘର ପରିସରରେ ଆଜି ତା ୨୫।୮ ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମହିମାଗାଦି ବିକାଶ କାର୍ଯ୍ୟ ସମ୍ପର୍କରେ ସତ୍ୟ ମହିମା ଧର୍ମ ଧାମ ପରିଚାଳନା କମିଟି ସଭାପତି ସୁକଦେବ ବାବାଙ୍କ ସଭାପତିତ୍ବରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ପୈ।ରାଧ୍ୟକ୍ଷା ଜୟନ୍ତୀ ପାତ୍ର ବୈଠକରେ ଉପସ୍ଥିତ ରହି କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ମହିମାଗାଦି ବିକାଶ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ମହିମାଗାଦି ବିକାଶ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।