Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁରେ ଘଟିଯାଇଛି ଅଭାବନିୟ ଘଟଣା,ପତ୍ନୀର ମାନ୍ୟତା ଦାବିରେ ପ୍ରେମିକର ଘର ସମ୍ମୁଖରେ ଧାରଣା ରେ ବସିଲେ ପ୍ରେମିକ

Kabisuryanagar, Ganjam | Sep 10, 2025
ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁରେ ଘଟିଯାଇଛି ଏକ ଅଭାବନିୟ ଘଟଣା । ଅ।ଉ ପତ୍ନୀର ମାନ୍ୟତା ଦାବିରେ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛି ପ୍ରେମିକା । ସେପଟେ ପ୍ରେମିକ ବ୍ୟବସାୟରୁ ଅ।ସୁଛି କହି କେଉଁଅ।ଡେ ଚମ୍ପଟ ମାରିଥିବା ବେଳେ ପ୍ରେମିକା ଏବେ ତାର ଫେରିବା ବାଟକୁ ଅନାଇ ବସିଛି । ପ୍ରେମିକା ଜଣକ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏମିତି ପ୍ରେମିକର ଘରେ ପଡିରହିବ ବୋଲି କହିଦେଇଛି । ଘଟଣା ନେଇ ପୋଲିସ ପ୍ରଶାସନ ସହାୟତା କରୁନଥିବା ଅଭିଯୋଗ ହୋଇଛି ।
Read More News
T & CPrivacy PolicyContact Us