This browser does not support the video element.
ପରଜଙ୍ଗ: ପରଜଙ୍ଗରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ଦେଖିଲେ ସ୍ଥାନୀୟ ବିଧାୟକ ବିଭୂତି ପ୍ରଧାନ
Parajang, Dhenkanal | Sep 4, 2025
ପରଜଙ୍ଗରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ଦେଖିଲେ ବିଧାୟକ ବିଭୂତି ପ୍ରଧାନ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗରେ ବହୁ ଧୁମ୍ ଧାମରେ ପାଳନ ହେଉଛି ଗଣେଷ ପୂଜା।ଏହି ଅବସରରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଗୁରୁବାର ସନ୍ଧ୍ୟା ୭ଟାରେ ବିଭିନ୍ନ ପୁଜା ମଣ୍ଡପ ବୋଲିବା ସହ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି ଗ୍ରାମବାସି ମାନେ ବିଧାୟଙ୍କୁ ଏକ ଶୋଭାଯାତ୍ରାରେ ପାଚୋଟି ଆଣିବା ସହ ସମ୍ବର୍ଦ୍ଧିତ କରିଥିଲେ ।ପରେ ବୁଲିବା ବାଟରେ ଦୋକାନୀ ମାନଙ୍କ ଅନୁରୋଧ କ୍ରମେ ଝାଲମୁଢି ଖାଇଲେ ,ଗୁପ୍ ଚୁପ୍ ଖାଇଲେ କିଛି ଵ୍ୟଵସାୟୀ ମାନଙ୍କ ସହ କଥା ହେଲେ l ଶେଷରେ ଆୟୋଜିତ ହୋଇଥିବା ଭଜନସନ୍ଧ୍ୟା କା