This browser does not support the video element.
ଅନୁଗୋଳ: ବରପଦା ଗ୍ରାମ ନିକଟରେ ଟ୍ରକ ସହିତ ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର
Anugul, Angul | Aug 26, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ନିକଟରେ ବାଇକ୍ ସହିତ ଟ୍ରକ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଛନ୍ତି। ତେଣୁ ଜଣେ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କର ଘର ଝିଣ୍ଟିପାଳ ବୋଲି ସୂଚନା ମିଳିଛି।