Install App
angulkhabar123
This browser does not support the video element.
ଅନୁଗୋଳ: ଶୁସବ ଗ୍ରାମରେ ହେଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଲେ ପାଳଲହଡା ବିଧାୟକ ବିଧାୟକ ଅଶୋକ ମହାନ୍ତି
Anugul, Angul | Sep 28, 2025
ଶୁସବ ଗ୍ରାମରେ ହେଉଥିବା ଫୁଟବଲ ଖେଳରେ ଯୋଗ ଦେଲେ ପାଳଲହଡା ବିଧାୟକ ଅଶୋକ ମହାନ୍ତି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଶୁସବ ଗ୍ରାମରେ ରବିବାର ଦିନ ଫୁଟବଲ ଖେଳ ଅନୁଷ୍ଠିତ ହେଉଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଲେ ପାଳଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!