Install App
publicnewskoraput
This browser does not support the video element.
କୋରାପୁଟ ସହର: ସୁନାବେଡ଼ା ପୈାର ପରିଷଦର କର୍ମଚାରୀଙ୍କୁ ସମ୍ମିଳନୀ କକ୍ଷରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ
Koraput Town, Koraput | Aug 21, 2025
କୋରାପୁଟ ଜିଲ୍ଲାର ସୁନାବେଡ଼ା ପୌର ପରିଷଦ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ଥିବା ବ୍ରହ୍ମାନନ୍ଦ ପାତ୍ରଙ୍କୁ ଆଜି ଅପରାହ୍ନ ୪ଟା ସମୟରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର ସହ ନିର୍ବାହୀ ଅଧିକାରୀ ସମସ୍ତ କାଉନସିଲର ଏବଂ ପୈାର କର୍ମଚାରୀ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!