Download Now Banner

This browser does not support the video element.

କୋରାପୁଟ ସହର: ଦେଓମାଳି ପରିଦର୍ଶନ କରି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ରାଜ୍ୟପାଳ

Koraput Town, Koraput | Sep 9, 2025
ଦେଓମାଳି ଗସ୍ତରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି। ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ୍ ଉଚ୍ଚତମ ଗିରି ଶୃଙ୍ଗ ଦେଓମାଳି ଗସ୍ତ କରି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ରାଜ୍ୟପାଳ। ଜଙ୍ଗଲ ବିଭାଗର ଇକୋ କୋଟେଜ ଦେଖିବା ସହ ପ୍ରାକୃତିକ ପରିବେଶରେ ସମୟ କାଟିଛନ୍ତି ରାଜ୍ୟପାଳ। ଓଡ଼ିଶା ପର୍ଯ୍ୟଟନର ପ୍ରମୁଖ ସ୍ଥାନ ଦେଓମାଳି ଏଠାକାର ଭିତ୍ତିଭୂମି ଦୁଇଗୁଣ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ
Read More News
T & CPrivacy PolicyContact Us