Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପଟାଙ୍ଗି ବ୍ଳକ ମାଲକାରବନ୍ଧ ଠାରେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Pottangi, Koraput | Aug 24, 2025
ଜୀବନ ଦେବୁ କିନ୍ତୁ ନାଲକୋକୁ ଖଣି ଖନନ କରିବା ପାଈ ଦେବୁ ନାହିଁ। ଏକତ୍ରିତ ହେଲେ ଜନ ପ୍ରତିନିଧି ଏବଂ ସେରୁବନ୍ଧ ସୁରକ୍ଷା ସମିତିର ନେତ୍ରୁ ମଣ୍ଡଳୀଙ୍କ ସହ ଅଞ୍ଚଳବାସୀ।  ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅନ୍ତର୍ଗତ ମାଲକାରବନ୍ଧ ଗ୍ରାମରେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତି, ପଟ୍ଟାଙ୍ଗି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେଲେ ସରପଞ୍ଚ, ଜିଲ୍ଲାପରିଷଦ, ବିଭିନ୍ନ ନେତ୍ରୁ ମଣ୍ଡଳୀ ଏବଂ ଗ୍ରାମବାସୀ।
Read More News
T & CPrivacy PolicyContact Us