Install App
rabindra.mishra744
This browser does not support the video element.
ଧର୍ମଗଡ: କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ନେଇ ସଚେତନତା ତାଲିମ ଶିବିର ଅନୁଷ୍ଠିତ
Dharamgarh, Kalahandi | Sep 13, 2025
ଶନିବାର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ସୁସ୍ଥ ନାରୀ ସୁସ୍ଥ ପରିବାର ଅଭିଯାନ ନେଇ ଏଇ ତାଲିମ ଶିବିର ଆୟୋଜନ କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!