This browser does not support the video element.
ପାରଳାଖେମୁଣ୍ଡି: ବନଦୁର୍ଗା ମନ୍ଦିରରେ ମନ୍ତ୍ରାଳୟ ଅଫ ସ୍କିଲ ଡେଭେଲପମେଣ୍ଟ ଏବଂ ଉଦ୍ୟମିତ୍ୱ ଭାରତ ସରକାରଙ୍କ ଅସିଷ୍ଟାଣ୍ଟ ଡ୍ରାଇଭର୍ ଟ୍ରେନିଂ ସମାପ୍ତ ଉତ୍ସବ।
Paralakhemundi, Gajapati | Aug 24, 2025
ମନ୍ତ୍ରାଳୟ ଅଫ୍ ସ୍କିଲ୍ ଡେଭେଲପମେଣ୍ଟ ଏବଂ ଉଦ୍ୟମିତ୍ୱ ଭାରତ ସରକାରଙ୍କ ଅସିଷ୍ଟାଣ୍ଟ ଡ୍ରାଇଭର୍ ଟ୍ରେନିଂ ସମାପ୍ତ ଉତ୍ସବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବନ ଦୁର୍ଗା ମନ୍ଦିର ଠାରେ ଆଜି ଏଗାରଟା ବେଳେ ମନ୍ତ୍ରାଳୟ ଅଫ୍ ସ୍କିଲ୍ ଡେଭେଲପମେଣ୍ଟ ଏବଂ ଉଦ୍ୟମିତ୍ୱ ଭାରତ ସରକାରଙ୍କ ଅସିଷ୍ଟାଣ୍ଟ ଡ୍ରାଇଭର୍ ଟ୍ରେନିଂ ସମାପ୍ତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆସିଷ୍ଟାଣ୍ଟ ଡ୍ରାଇଭର୍ ଭାବେ ୪୦ ଜଣ ପ୍ରଶିକ୍ଷାର୍ଥ ୬୭ ଦିନରେ ସଫଳତାର ସହିତ ତାଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ଏ.ଜେ. ରାଜ, ଜେଏସ୍ଏସ୍ ନିର୍ଦ୍ଦେଶକ