Install App
dhenkanalknagar
This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ଦଶହରା ପାଇଁ ଗୁରୁବାର ୧୨ଟାରେ ମାଟି ଅନୁକୂଳ ହିନ୍ଦୁ ମୁସଲିମ ଏକାଠି ହୋଇ ରେକୁଳା ରାମିଆଳ ନଦୀରୁ ଆଣିଲେ ମାଟି
Kamakshyanagar, Dhenkanal | Aug 28, 2025
କାମାକ୍ଷାନଗର ଦଶହରା ପାଇଁ ଗୁରୁବାର ୧୨ଟାରେ ମାଟି ଅନୁକୂଳ ହିନ୍ଦୁ ମୁସଲିମ ଏକାଠି ହୋଇ ରେକୁଳା ରାମିଆଳ ନଦୀରୁ ଆଣିଲେ ମାଟି ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହରର ତରୁଣ ବଜାର ଏଠାରେ ମା ଦୁର୍ଗାଙ୍କର ପୂଜା ଦଶହରା ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ହିନ୍ଦୁ ମୁସଲମାନ ଏକାଠି କରନ୍ତି ପୂଜା ।ରେକୁଳା ରାମିଆଳ ନଦୀରୁ ମାଟି ଆଣିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!