This browser does not support the video element.
କେନ୍ଦୁଝର ସହର: ବଡ଼ ପଡ଼ିଆପଶି ଠାରୁ ରଥପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଶୋଚନୀୟ ଅବସ୍ଥା #jansamsya
Kendujhar Town, Kendujhar | Aug 24, 2025
ବଡ଼ ପଡିଆପଶି ଠାରୁ ରଥ ପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଖରାପ୍ ପାଟଣା: ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ ପଡିଆପଶି ଠାରୁ ରଥ ପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଖରାପ୍ ହେବାରୁ ଦୁଇଟି ଗାଁର ଲୋକମାନେ ଓ ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ୫ କିଲୋମିଟର ଦୂର ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଏମ ପି, ପାଟଣା ବିଧାୟକ ଅଖିଳ ଚନ୍ଦ୍ର,ବ୍ଲକ ଅଧ୍ୟକ୍ଷ ବିଡ଼ିଓ, ପଞ୍ଚାୟତ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ତୁରନ୍ତ ଏହି କାଦୁଅ ପୋଚ ପୋଚ ରାସ୍ତାକୁ କଂକ୍ରିଟ କି ପିଚୁ ରାସ୍ତା କରିବା