This browser does not support the video element.
ଚମ୍ପୁଆ: ବିଲେଇପଦା ଟୋଲଗେଟ ନିକଟରେ ଡିଭାଇଡର ଉପରେ ଚଢ଼ିଯାଇ ବସ ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର
Champua, Kendujhar | Sep 28, 2025
ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଟୋଲଗେଟ ନିକଟରେ ଆଜି ଅମ୍ବିକା ନାମକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଯିବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ମେଡିକାଲ ସ୍ଥାନାନ୍ତର କରା ଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।