Install App
khariar.news
This browser does not support the video element.
ନୂଆପଡା: ଭୁଲିଆସିକୁଆଁ ଗ୍ରାମରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳିତ; ପ୍ରତିକ୍ରିୟା ରଖିଲେ ବିଭାଗ ସମ୍ପର୍କ ପ୍ରମୁଖ
Nuapada, Nuapada | Sep 28, 2025
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ଗ୍ରାମରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବିଜୟା ଦଶମୀ ଉତ୍ସବ ଆଜି ୫ ଟା ପର୍ଯ୍ୟନ୍ତ ପାଳିତ ହୋଇ ଯାଇଛି। ଏହି ଅବସରରେ ଶତାଧିକ ସ୍ଵଂୟ ସେବକ ଭୁଲିଆସିକୁଆଁ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ପ୍ରତ୍ୟେକ ଘରେ ସ୍ଵାଗତ କରିବା ସହ ଫୁଲ ପୁଷ୍ପ ବର୍ଷା କରିଥିଲେ। ଏଥିରେ ଭୋଜପୁର ମଣ୍ଡଳ ଖରିଆର ଖଣ୍ଡର ଶତାଧିକ ସ୍ଵଂୟ ସେବକ ଯୋଗଦାନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!