Download Now Banner

This browser does not support the video element.

ଦେବଗଡ: ବିଜୟନଗର ନିକଟରେ ଟ୍ରକ ପଛପଟେ ଧକ୍କା ଦେଲା ଅନ୍ୟ ଏକ ଟ୍ରକ, ଟ୍ରକ ଚାଳକ ଆହତ

Debagarh, Debagarh (Deogarh) | Oct 5, 2025
ଦେବଗଡ ଜିଲ୍ଲା ବିଜୟନଗର ନିକଟରେ ଟ୍ରକ ପଛ ପଟେ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ପଛପଟୁ ଧକ୍କା ଦେଇଥିବା ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥରେ ଡବ୍ଲୁ-୨୩-ଏଫ-୭୮୫୫ ନମ୍ବର ଥିବା ଏକ ଟ୍ରକ ଆସୁଥିବା ବେଳେ ହଠାତ ବ୍ରେକ ଲଗାଇଥିଲା । ଫଳରେ ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିବା ବେଳେ ଟ୍ରକ ଚାଳକ ଚାପି ହୋଇ ରହିଯାଇଥିଲେ । ପଛ ପଟୁ ଧକ୍କା ଦେଇଥିବା ଟ୍ରକର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକ ଚାଳକ ଚାପି ହୋଇ ରହିଥିଲେ ।
Read More News
T & CPrivacy PolicyContact Us