This browser does not support the video element.
ଯାଜପୁର: ବଳଦିଆ ଛକରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ର ପିଟିହେଲା ବାଇକ, ଜଣେ ଗୁରୁତର
Jajapur, Jajpur | Aug 26, 2025
ବଳଦିଆ ଛକରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ର ପିଟିହେଲା ବାଇକ,ଜଣେ ଗୁରୁତର l ଚଇନପୁର ଅଞ୍ଚଳର ଜନୈକ ଯୁବକ ବାଇକରେ କଳିଙ୍ଗନଗର ଅଞ୍ଚଳକୁ ଆସୁଥିଲେ l ହଠାତ କୌଣସି କାରଣରୁ ବାଇକ ଚାଳକ ଭାରସାମ୍ୟ ହରାଇ ବଳଦିଅ ଛକରେ ରାସ୍ତାର ଡିଭାଇଡ଼ରରେ ପିଟି ଦେଇଥିଲେ l ଫଳରେ ବାଇକ ଚାଳକ ଖୋପାଡ଼ି ହେଇ ପଡି ଗୁରୁତର ହେଇଯାଇଥିଲେ l ଦୁର୍ଘଟଣା ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗୁରୁତର ବାଇକ ଚାଳକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l