This browser does not support the video element.
ଭୋଗରାଇ: ଅଡ଼ଙ୍ଗ ପନ୍ତେଇ ଗ୍ରାମରେ ବନ୍ୟା ପାଣିରେ ବୁଡ଼ି ଜଣେ ବୃଦ୍ଧ ମୃତ
Bhograi, Balasore | Aug 27, 2025
ଭୋଗରାଇ ଅଡ଼ଙ୍ଗ ପନ୍ତେଇ ଗ୍ରାମରେ ଅଘଟଣ । ବନ୍ୟା ପାଣିରେ ଚାଲି ଗଲା ଆଉ ଏକ ଜୀବନ । ରାତିରେ ଖାଇ ସାରି ଘର ପଛ ପଟକୁ ଯାଇଥିବା ବେଳେ ବନ୍ୟା ପାଣିରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ବ୍ୟକ୍ତି ହେଲେ ଭୋଗରାଇ ଅଡ଼ଙ୍ଗ ପନ୍ତେଇ ଗ୍ରାମର ବୈକୁଣ୍ଠ ମାଝୀ । ୨୦୧୭ ରୁ ୨୦୨୨ ଯାଏ ସେହି ପଞ୍ଚାୟତ ରେ ଥିଲେ ନାଏବ ସରପଞ୍ଚ ।ଆଜି ସୂଚନା ଦେଲେ ଭୋଗରାଇ ବିଡ଼ିଓ ।