Install App
updatebijepur
This browser does not support the video element.
ବିଜେପୁର: ସରଧାପାଲି କଲେଜ ଠାରେ ଚେସ ପ୍ରତିଯୋଗିତା କୁ ନେଇ ସାମ୍ବାଦିକ ସମ୍ମିଳନୀ , ଜାତିୟ ସ୍ତରୀୟ ହେବ ପ୍ରତିଯୋଗିତା
Bijepur, Bargarh (Baragarh) | Sep 24, 2025
Slug : ଚେସ ପ୍ରତିଯୋଗିତା କୁ ନେଇ ସାମ୍ବାଦିକ ସମ୍ମିଳନୀ , ଜାତିୟ ସ୍ତରୀୟ ହେବ ପ୍ରତିଯୋଗିତା ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପାଲି ଗିରିଧାରୀ ମହାବିଦ୍ୟାଳୟଲ ପରିସରରେ ଆଜି ଚେସ ପ୍ରତିଯୋଗିତା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତରଣିସେନ ମେମୋରିଆଲ ଚେସ ପ୍ରତିଯୋଗିତା ଆଗାମୀ ୪ ଅକ୍ଟୋବର ଓ ୫ ଅକ୍ଟୋବର ରେ ଆରମ୍ଭ ହେବ ପ୍ରତିଯୋଗୀତା ।
Share
Read More News
T & C
Privacy Policy
Contact Us
Your browser does not support JavaScript!