Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର କଲେଜ ଗେଟ ମୁଖ୍ୟ ଫାଟକ ରେ କିଲର ଗ୍ରୁପର ଫଟୋ। ନାପସନ୍ଦ କଲେ ବୁଦ୍ଧିଜୀବୀ
Bhadrak Rural, Bhadrak | Sep 2, 2025
କଲେଜ ଗେଟ ମୁଖ୍ୟ ଫାଟକ ରେ କିଲର ଗ୍ରୁପର ଫଟୋ।ତେବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମୁଖ୍ୟ ଫାଟକରେ କିଲର ଗ୍ରୁପ ର ବ୍ୟାନର ମାରିବାକୁ କିଏ ଦେଲା ଅନୁମତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା କୁ ନେଇ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ।ଖୋଦ୍ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବୀ ହୋଇଥିବା ବେଳେ ଏହାର ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!