Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପବିତ୍ର ସହିଦ ଦିବସ ଉପଲକ୍ଷେ ଶାସ୍ତ୍ରୀ ଭଵନରୁ ରକ୍ତ ତୀର୍ଥ ଅଭିମୁଖେ ଆରମ୍ଭ ହେଲା ମଶାଲ ଶୋଭାଯାତ୍ରା

Nabarangapur PS, Nabarangpur | Aug 24, 2025
ପବିତ୍ର ସହିଦ ଦିବସ ଉପଲକ୍ଷେ ରକ୍ତ ତୀର୍ଥ ଅଭିମୁଖେ ଆରମ୍ଭ ହେଲା ମଶାଲ ଶୋଭାଯାତ୍ରା । ପାପଡାହାଣ୍ଡି ସହିଦ ମିନାର ଅଭିମୁଖେ ପବିତ୍ର ସହିଦ ଦିବସ ଉପଲକ୍ଷେ ଆରମ୍ଭ ହେଲା ମଶାଲ ଶୋଭାଯାତ୍ରା । ସଂଗ୍ରାମୀ ପରିବାର ର ଦାୟାଦ, ରାଜନେତା, ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।
Read More News
T & CPrivacy PolicyContact Us