This browser does not support the video element.
ପାରଳାଖେମୁଣ୍ଡି: ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
Paralakhemundi, Gajapati | Aug 21, 2025
ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଅପରାହ୍ନ ପାଞ୍ଚଟା ତିରିଶି ବେଳେ ନିର୍ମାଣଧିନ ପଥର ମନ୍ଦିର କାର୍ଯ୍ୟର ସମୀକ୍ଷା କଲେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା। ଏହି ଅବସରରେ ଜିଲ୍ଳାର ସମସ୍ତ ଉଛସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ମନ୍ଦିର ର ନକ୍ସା ଏଵଂ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥି ସହ ରାଜ୍ୟ ସରକାର ଙ୍କ ପକ୍ଷରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା 60ଲକ୍ଷ ଟଙ୍କା ଅନୁଦାନ ରାଶି କୁ ନେଇ ଆଲୋଚନା କରିଥିଲେ।