Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତା କାଲି ଜିଲ୍ଲା ଗସ୍ତରେ ଆସିବେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

Nabarangapur PS, Nabarangpur | Aug 23, 2025
ଆସନ୍ତା କାଲି ଜିଲ୍ଲା ଗସ୍ତରେ ଆସିବେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଅଗଷ୍ଟ 24 ପାପଡାହାଣ୍ଡି ଠାରେ ଆୟୋଜିତ ହେଵାକୁ ଥିବା ଶହୀଦ ଦିବସ ରେ ଯୋଗଦେବେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆସନ୍ତା କାଲି ବିମାନ ଯୋଗେ ଭୁବନେଶ୍ୱର ରୁ ଜୟପୁର ପହଂଚିବା ପରେ ସେ ନବରଙ୍ଗପୁର ପହଂଚି ପାପଡାହାଣ୍ଡି ଗସ୍ତ କରିବେ ବୋଲି ଶନିବାର ସନ୍ଧ୍ୟା 6 ଟାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଵିଭାଗ ଅଧିକାରୀ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ
Read More News
T & CPrivacy PolicyContact Us