Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନରସିଂହଗୁଡା ଗସ୍ତ କରି ଗଣେଷ ବିସର୍ଜନ ରେ ସାମିଲ ହେଲେ ମନ୍ତ୍ରୀ ଏବଂ ବିଧାୟକ

Nabarangapur PS, Nabarangpur | Sep 3, 2025
ନରସିଂହଗୁଡା ଗସ୍ତ କରି ଗଣେଷ ବିସର୍ଜନ ରେ ସାମିଲ ହେଲେ ମନ୍ତ୍ରୀ ଏବଂ ବିଧାୟକ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ଵିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡା ଗାଁ ରେ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ଗଣେଷ ବିସର୍ଜନ ପରେ ଯୋଗଦେଇଥିଲେ,ଗ୍ରାମବାସି ମନ୍ତ୍ରୀ ଏବଂ ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ ଜଣେଇଥିଲେ ପରେ ଉଭୟ ଦୁଇ ଅତିଥି ଗ୍ରାମବାସୀଙ୍କ ସହ ମିଶି ଭଷାଣି ର ଶୋଭାଯାତ୍ରା ରେ ଯୋଗ ଦେଇଥିଲେ
Read More News
T & CPrivacy PolicyContact Us