Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଜିଲ୍ଲା ସ୍କୁଲ ଛକ ନିକଟରେ ଯୁବ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଆଗଲା ଧନ୍ୟବାଦ

Sambalpur M, Sambalpur | Aug 27, 2025
ମହାନଗର ନିଗମ ଅନ୍ତର୍ଗତ ଜିଲ୍ଲା ସ୍କୁଲ ଛକ ନିକଟରେ ଯୁବ ବିଜେଡି ପକ୍ଷରୁ ଆଜି ସନ୍ଧ୍ୟା 6.30ରେ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି କର୍ମକର୍ତା ମାନେ l ଗତକାଲି ବିଜେଡି ସଭାପତି ସମ୍ବଲପୁର ର ଯୁବ ନେତା ସଞ୍ଜିତ ମହାନ୍ତିଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଓ ଯୁବ ବ୍ୟାପାର ଦାୟିତ୍ୱ ପ୍ରଦାନ କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବ ବିଜେଡି କର୍ମୀ l
Read More News
T & CPrivacy PolicyContact Us