This browser does not support the video element.
ଅନୁଗୋଳ: ଛେଣ୍ଡିପଦା ରେ ଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ର ସ୍ମାରକୀ ସ୍ତମ୍ଭ ଉଦ୍ଘାଟନ
Anugul, Angul | Sep 11, 2025
ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ର ସ୍ମାରକୀ ସ୍ତମ୍ଭ ଉଦ୍ଘାଟନ। ସୂଚନା ମୁତାବକ ଆଜି ଅପରାହ୍ନ ୧ ଘଟିକା ସମୟରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ରେ ଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ର ସ୍ମାରକୀ ସ୍ତମ୍ଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ଅଗସ୍ତି ବେହେରା। ସୂଚନା ଥାଉକି ଓଡ଼ିଶାର “ଶ୍ରେଷ୍ଠ DIET” ଭାବରେ ମୁଖ୍ୟମନ୍ତ୍ରୀ ପୁରସ୍କାର 2024-25 ରେ ସମ୍ମାନିତ ହୋଇ ଐତିହାସିକ ସଫଳତା ଲାଭ କରିଛି। ଏହି ଗୌରବଜନକ ସଫଳତାକୁ ଅବିସ୍ମରଣୀୟ କରିବା ପାଇଁ ଛେଣ୍ଡିପଦା ସ୍ଥିତ DIET କ