Install App
khabarauparenajara
This browser does not support the video element.
ବାସୁଦେବପୁର: ପଢୁଆଁ ପଞ୍ଚାୟତରେ ଚୈତ୍ରପୂଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ଲକ୍ଷ୍ମୀ ନାରାୟଣ ପୂଜାରେ ଯୋଗ ଦେଲେ ବାସୁଦେବପୁର ବିଧାୟକ
Basudebpur, Bhadrak | Apr 24, 2024
ପଢୁଆଁ ପଞ୍ଚାୟତରେ ଚୈତ୍ରପୂଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ଲକ୍ଷ୍ମୀ ନାରାୟଣ ପୂଜାରେ ଯୋଗ ଦେଲେ ବାସୁଦେବପୁର ବିଧାୟକ । ଆଜି ପୂର୍ବାହ୍ନ ରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତ ର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବାସୁଦେବପୁର ବିଧାୟକ ଙ୍କ ସହିତ ବ୍ଲକ ବିଜେଡି ସଭାପତି ଦିନବନ୍ଧୁ ଦାସ ଓ ସ୍ଥାନିୟ ନେତୃମଣ୍ଡଳୀ ମାନେ ଯୋଗ ଦେଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!