Install App
belpahar_update
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡାର ସରକାରୀ ଆଇ.ଟି.ଆଇର ପରିଚାଳନା କମିଟି ବୈଠକ ଅନୁଷ୍ଠିତ
Jharsuguda, Jharsuguda | Sep 12, 2025
ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡାର ସରକାରୀ ଆଇ.ଟି.ଆଇର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ପ୍ରାୟ ୧ ଟା ରୁ ୨ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ ଙ୍କ ସହ ଆଇ.ଟି.ଆଇର ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଝାରସୁଗୁଡା ଏବଂ ଲଖନପୁରର ବାଳକ ଏବଂ ବାଳିକା ଛାତ୍ରାବାସ ନିର୍ମାଣ ଓ ଅନୁଷ୍ଠାନର ବିଭିନ୍ନ ସମସ୍ୟା ଉପରେ ଆଜିର ବୈଠକ ରେ ଆଲୋଚନା କରାଯାଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!