Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଗରପଡ଼ା ସ୍ଥିତ ହେମପଦ୍ମା ଗ୍ୟାଲେକ୍ସି ଠାରେ ଦକ୍ଷ ରାଜନେତା ଦେବେନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ। ବିଧାୟକଙ୍କ ଯୋଗଦାନ
Bhadrak Rural, Bhadrak | Sep 9, 2025
ଦକ୍ଷ ରାଜନେତା ଦେବେନ୍ଦ୍ର ତ୍ରିପାଠୀ ଙ୍କ ଅକାଳ ବିୟୋଗ କେବଳ ଅଣିଜ ପାଇଁ ନୁହେଁ ସମଗ୍ର ବନ୍ତ ବ୍ଲକ୍ ବିଜେଡ଼ି ପାଇଁ ଏକ ଅପୁରନୀୟ କ୍ଷତି ରାଜନେତା ରୂପରେ ଜନସେବକ ଅକାଳ ବିୟୋଗ ରେ ତାଙ୍କୁ ମନେପକାଇବା ସହିତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଦେବେନ୍ଦ୍ର ତ୍ରିପାଠୀ ଙ୍କ କାର୍ଯ୍ୟ ଓ ସାଙ୍ଗଠନିକ ଦକ୍ଷତାକୁ ମନେପକାଇବା ସହ ବନ୍ତ ବ୍ଲକ୍ ବିଜୁ ଜନତା ଦଳ ଜଣେ ମୁରବୀ ହରେଇଛି ବୋଲି ମତ ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!