Download Now Banner

This browser does not support the video element.

ଚମ୍ପୁଆ: ତଡୁୁଆବହାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରଲର, ଡ୍ରାଇଭର ସାମାନ‍୍ୟ ଆହତ

Champua, Kendujhar | Sep 7, 2025
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥର ତଡୁୁଆବହାଳ ନିକଟରେ ଆଜି ଭାରସାମ୍ୟ ହରାଇ ଏକ ଟ୍ରଲର ରାସ୍ତା ଉପରେ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି।
Read More News
T & CPrivacy PolicyContact Us