Download Now Banner

This browser does not support the video element.

ପାଟଣାଗଡ: ରାମପୁର ନିକଟରେ ଆଗ ଚକ ଫାଟି ଯିବାରୁ Vidyutବିଦ୍ୟୁତଖୁଣ୍ଟ ରେ ପିଟି ହେଲା ଟ୍ରକ

Patnagarh, Balangir | Sep 12, 2025
ଗତ କାଳି ମଧ୍ୟ ରାତିରେ ଧୂମାଭଟ୍ଟା ରୁ ଟ୍ରକ ରେ ତରଭୃଜ ଲୋଡ଼ କରି କୋଲକାତା ଯାଉଥିଲା ।ପାଟଣାଗଡ଼ ରାମପୁର ନିକଟରେ ଆଗ ଚକର ଟାୟାର ଫାଟି ଯିବାରୁ ଟ୍ରକ ଟି ଏକ ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଥିଲା । ଏଥିରେ ଚାଳକ ଅଳ୍ପ କେ ବତ୍ତି ଯାଇ ଥିଲେ ।ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଟ୍ରକ ଟି ପଡ଼ି ରହିଛି ।
Read More News
T & CPrivacy PolicyContact Us