Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଶିକ୍ଷକଙ୍କୁ ବଦଳି ନ କରିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଅମେଡା ଗ୍ରାମବାସୀ

Paralakhemundi, Gajapati | Aug 22, 2025
ଶିକ୍ଷକ ଙ୍କୁ ବଦଳି ନ କରିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଅମେଡା ଗ୍ରାମବାସୀ। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡ଼ା ହାଇସ୍କୁଲ ର ସହକାରୀ ଶିକ୍ଷକଙ୍କ ବଦଳି ବାତିଲ କରିବା ନେ଼ଇ ଆଜି ବାରଟା ବେଳେ ଅମେଡ଼ା ଗ୍ରାମବାସୀ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ଶିକ୍ଷକ ଙ୍କ ବଦଳି ବାତିଲ କରିବାକୁ ଅନୁରୋଧ କରିଛନ୍ତି।
Read More News
T & CPrivacy PolicyContact Us