Download Now Banner

This browser does not support the video element.

କରଞ୍ଜିଆ: ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ କରଞ୍ଜିଆ ବ୍ଲକ ର  ବିଭିନ୍ନ ସ୍ଥାନରେ  ଆୟୋଜିତ ହେଲା 'ସିନ୍ଦୂର ପଦଯାତ୍ରା'

Karanjia, Mayurbhanj | May 18, 2025
ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ କରଞ୍ଜିଆ  ନିର୍ବାଚନ ମଣ୍ଡଳୀ ର  ବିଭିନ୍ନ ସ୍ଥାନରେ  ଆଜି ଦିବା ୧୦ ଘଟିକା ସମୟରେ  'ସିନ୍ଦୂର ପଦଯାତ୍ରା'ଆୟୋଜିତ କରାଯାଇଥିଲା।ଏହି ପଦଯାତ୍ରା ଦୁଧିଆଣି,ବାଟପାଳସା ,ରସମତଳା ,ବଡ଼ ଦେଉଳି,ପାତବିଲ ଠାରେ ଅନୁଷ୍ଟିତ ହେଇଥିଲା।  ପରିକ୍ରମା କରିବା ସହିତ ବିର ଯବାନ ଙ୍କ ଗରିମା କଥା କହିଥିଲା।ଏହି ପଦଯାତ୍ରାରେ,ସ୍ଥାନୀୟ ଜନ ସାଧାରଣ,ବିଜେପି ର  ବରିଷ୍ଠ ନେତା, ପ୍ରମୁଖ ଯୋଗ ଦେଇଥିଲେ।ଏହି ସାଭାଯାତ୍ରା ଏକ ଉତ୍ସବ ନୁହେଁ ,ଏହା ଏକତା ଓ ସଂକଳ୍ପ ର ସମର୍ଥନ ।
Read More News
T & CPrivacy PolicyContact Us